Happy Aniversarry Maa Bapa
By Sriram Panda
ଯେତେବେଲେ ଲେଖି ବସ୍ଲି,
ମନ୍ କେ ଆଏଲା ବହୁତ୍ କିଛି ।
ପହେଲା ତ ଆଏଲା ଭାଷା ଈଂରାଜୀ ।
But with that, my heart did not agree.
ତାର୍ ପରେ ଯେତେବେଲେ ଭାଷା ହେଲା ଫୈସ୍ଲା,
ମନେ କେତେ ନାଇ କେତେ ଭାବନା ହେଲା ଠେଲା ପେଲା।
ଯେତେବେଲେ ମା ବାପର୍ ଛବି ମନ୍ କେ ଆସିଗଲା,
ମନ୍ ପଡ଼ିଗଲା ଶୁନ୍, ଦିଲ୍ ଲେଖ ବାର୍ start କଲା।
ଇ ଦୁନିଆର୍ ଜେତ୍କି ଧନ୍ ସମ୍ପତ୍ତି,
ସବକର୍ ନୁ ବଡ୍ ମୋର୍ ମା ବାପା।
ଆଏଜ୍ ଜେନୋ ଭି ଅଛେଁ, କାଏଲ୍ ଯେନୋ ଭି ଥିମି,
ତମର୍ ଲାଗି ସବୁବେଲେ, ସେ ଛୁଆ ହି ଥିମି।
ଲୋକ୍ କହେସନ୍ ଭଗବାନ୍ ଆମକୁ ଗଢ଼ିଛେ,
ମୋର୍ ଭଗବାନ୍ ମୋର୍ ମା ବାପା,
ଯାହାକେ ମୋର୍ ଇ ଦୁହି ଆଏଁଖ୍ ଦେଖିଛେ।
ଖାଲି ମୋର୍ ଆଏଁଖ୍ ନାଇଁ ଦେଖି,
ଯେ ମୋତେ ଚଲା ଭି ଶିଖେଇଛେ,
ଖାଲି ଚଲା ନାଇଁ ଶିଖେଇ,
ଖାଏବାର୍, ପିଇବାର୍, ହଗ୍ବାର୍, ମୁତ୍ବାର୍ ନୁ ନେଇ,
ଅଏଜ୍ ଗୁଟେ ମୁନୁଷ୍ ବନେଇଛେ।
ଯେତେ ଯାହା ହେଲେ ଭି, ମୁଇଁ ମୋର୍ ମା ବାପା କେ,
ଧନ୍ୟବାଦ୍ ନାଇଁ ଦେଇ ପାରେଁ।
ଭଲ୍ ବି ଆଏ, ମା ବାପାର୍ ଋଣ୍,
କେଭେ କେନ୍ସି ପିଲା ନାଇଁ ସୁଝି ପାରେ।
ଯଦି ଅଲ୍ଗା ଭଗବାନ୍, କେନ୍ସି ନୋ ଭି ଅଛେ,
ତାକେ ଏତିକି ହି ମୁଇଁ ମାଗ୍ମି।
ମୋର୍ କର୍ମର୍ ପୂନ୍ୟ ସବୁ ଯେନ୍ତା,
ମୁଇଁ ବାପାର୍ ମାଆର୍ ପାଦ୍ ତଲେ ଅର୍ପନ୍ କର୍ମି।
Ending this, i pray to God,
Let my parents be happy & Joyous.
Not only mine, but all the parents in the world,
All of their lives would be so prosperous.
My lovely parents, all your burdens,
Now your children are here to carry.
Resting my pen at this moment,
I would like to wish you, a Happy Aniversarry.
By Sriram Panda

A Odia Poem By a Odia Writer.👌